Sambalpuri Love Shayari- Best 30+ Collection Sambalpuri Shayari Photo
September 11, 2021
ଜୀବନରେ ଚାରୋଟି କଥା କେବେ ଭାଙ୍ଗ ନାହିଁ ବିଶ୍ୱାସ,ସମ୍ପର୍କ,ହୃଦୟ ଓ ପ୍ରତିଶୃତି କାରଣ ଏମାନେ ଯେବେ ଭାଙ୍ଗନ୍ତି ଶବ୍ଦ ହୁଏ ନାହିଁ କଷ୍ଟ ହୁଏ
ଜୀବନରେ କେବେ ବିପଦ ନେବାକୁ ଡରନାହିଁ କାରଣ ହୁଏତ ଜିତିଯିବି ନାଇତ ହାରିଯିବ କିନ୍ତୁ ହାରିଗଲେ ବୁ କିଛି ଶିଖୀଯିବ
ପ୍ରଥମ ଦେଖାର ପ୍ରଥମ ଚିଠି ଲେଖୁଛି ଅଳପ ଭାବୁଛି ବେଶୀ
Social Plugin